logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

News about Bhadrak aradi baba akhandalamani place

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ବାବା ଙ୍କ ପୀଠରୁ ଅବହେଳାର ଦୃଶ୍ୟ ଦେଖିବାକୁ ମିଳେ,ଯାହାକି ଭକ୍ତ ମହଲରେ ଗଭୀର ଆଲୋଡନ ସୃଷ୍ଠି କରେ।
କିନ୍ତୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରନ୍ତି ନାହିଁ କି କୌଣସି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଆନ୍ତରିକତା ପ୍ରକାଶ କରନ୍ତି ନାହିଁ।
ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।।

136
3406 views

Comment