logo

ଆସିକା ମେଡିକଲ ଶଙ୍ଖତଳ ଦୋକାନ ଗୁଡିକରୁ ବେଆଇନ ବିଦ୍ୟୁତ ସେବା ବିଛିହ୍ନ :

ପଇଡ଼ ଦୋକାନ, ସେଲୁନ, ଜେରକ୍ସ ଦୋକାନ, ହୋଟେଲ, ପାନ ଦୋକାନ ଭଳି ମୋଟ ୧୨ ଗୋଟି ଦୋକାନ ଘରେ ବେଆଇନ ବିଦ୍ୟୁତ ସଂଯୋଗ ହୋଇଥ‌ିବା ଦେଖ‌ିବାକୁ ପାଇଥିଲେ I ଏହା ପରେ ତୁରନ୍ତି ବିଦ୍ୟୁତ ବିଭାଗ ର ଏକ ସ୍ବତନ୍ତ୍ର ଟିମ ସମସ୍ତ ବେଆଇନ ଦୋକାନ ମାନଙ୍କ ରୁ ବିଦ୍ୟୁତ ସେବା ବନ୍ଦ କରାଯାଇଥିବା ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧୂକାରୀ ରାଜେଶ କୁମାର ମହାପାତ୍ର ପ୍ରକାଶ କରିଛନ୍ତି I ଅଳ୍ପ ଦିନ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଏହି ଦୋକାନ ଗୁଡିକୁ ଉଛେଦ କରାଯିବା ବ୍ୟବସ୍ଥା ହେବ ବୋଲି ମଧ୍ୟ ସେ କହିଛନ୍ତି ।

101
4228 views