ନୂତନ ତହସିଲଦାର ଙ୍କ କାର୍ଯ୍ୟ ରେ ଯୋଗଦାନ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ରେ ନୂତନ ତହସିଲଦାର ଭାବେ ନିଷ୍ଠା ମହାପାତ୍ର ଯୋଗଦାନ କରିଛନ୍ତି l ସେ କଟକ ଜ଼ିଲ୍ଲାରୁ ବଦଳି ହୋଇ ଆସିଛନ୍ତି l ସେଠାରେ ସେ ଦୁଇ ବର୍ଷ ଧରି ରହି ବହୁ ଗୁରୁତ୍ୱପୂର୍ଣ କାର୍ଯ୍ୟ କରି ଥିବା ସୂଚନା ମିଳିଛି l କାର୍ଯ୍ୟ ରେ ଯୋଗ ଦେବା ପରେ ଟାଙ୍ଗୀ ତହସିଲ ଅଂଚଳ ରେ ଅସମ୍ପୂର୍ଣ ଥିବା ବିଭିର୍ଣ୍ଣ କାର୍ଯ୍ୟ ସମ୍ପର୍ଣ୍ଣ କରିବା ସହ ଗରିବ ହିତାଧିକାରୀ ଙ୍କୁ ପ୍ରାଧାନ୍ୟ ଦେବେ ବୋଲି କହିଥିଲେ l ତତସହିତ ଚୋରା ଲଘୁ ଖଣିଜ୍ ପଦାର୍ଥ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି କଡା ପଦକ୍ଷେପ ନେବେ ବୋଲି ଆମ ପ୍ରତିନିଧି ଙ୍କୁ ସାକ୍ଷାତ ରେ କହିଥିଲେ