ନକନକା ମା ଗ୍ରାମ ଶ୍ରୀଙ୍କ ପ୍ରତିଷ୍ଠା ଉତ୍ସବ
ନକନକା ମା ଗ୍ରାମ ଶ୍ରୀଙ୍କ ପ୍ରତିଷ୍ଠା ଉତ୍ସବ
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ :କମରେଈ ପଂଚାୟତ ଅଧିନ ୧୮ନମ୍ବର ୱାଡେ଼ ନକନକା ଗ୍ରାମ, ମା ଗ୍ରାମଶ୍ରୀଙ୍କ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ନକନକା ଗ୍ରାମର ଅବିନ ନାଏକ, ନନ୍ଦକିଶ୍ୱର ନାଏକ,ସମେତ ଗ୍ରାମର ବହୁ ମାନ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l