logo

Operation Sindoor Jay Sindoor Jay Hind

ଆମ ସଂସ୍କୃତିରେ 'ସିନ୍ଦୂର'କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି।
ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି।
ଆମେ ସେନାର ସାହସକୁ ନମନ କରୁଛୁ।
ଆମେ ସେନା ସହିତ ଅଛୁ।
ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ।
ଜୟ ହିନ୍ଦ।
ଭାରତ ମାତାକୀ ଜୟ

#JaiHind
#BharatMataKiJai
#OperationSindoor
#PahalgamTerrorAttack

Narendra Modi

1
126 views