logo

ଜିଲ୍ଲାସ୍ତୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ କନ୍ତପଡ଼ା ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କୃତ।

ଅନୁଗୋଳ (କରୁଣାକର ନାୟକ )/୨୫/୦୪. ଅନୁଗୁଳ ସ୍ଥିତ ବିଜୁ ମଇଦାନ ଠାରେ ଗୁରୁବାର ଅନୁଷ୍ଠିତ ଜିଲ୍ଲାସ୍ତୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ପଞ୍ଚଦଶ ଅର୍ଥ କମିଶନ ର ଅର୍ଥରାଶି ବଣ୍ଟନ, ନୂଆ ଖାଉଟି କାର୍ଡ ବଣ୍ଟନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଟି କାର୍ଯ୍ୟ ଦିବସ ପାଳନ କରିଥିବା ଆଠମଲ୍ଲିକ ବ୍ଲକ ର କନ୍ତପଡ଼ା ଗ୍ରାମ ପଞ୍ଚାୟତ କୁ ପ୍ରଥମ ପୁରସ୍କାର ଓ ସବୁଜ ସୁନ୍ଦର ରଖିବାରେ ପରିବେଶ ପାଇଁ ସି ଗ୍ରେଡ୍ ର ପୁରସ୍କାର ଲାଭ କରିଛି। ଅନୁଗୁଳ ଜିଲ୍ଲାପାଲ ଅବ୍ଦଲ ଏମ ଆଖଟର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ। ବବିତା ପ୍ରଧାନ ଙ୍କ ଠାରୁ ସରପଂଚ ସୁଭସ୍ମିତା ବାଙ୍କ ଏହି ପୁରସ୍କାର ଗ୍ରହଣ କରିଥିଲେ।

4
629 views