logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆତଙ୍କବାଦୀ ଗୁଳିମାଡ଼ କରି ନେଇଗଲେ ନିରୀହ ଜୀବନ

ମନରେ ଅସୀମିତ ଖୁସି ହଠାତ ଆଖିରେ ଆଣିଦେଲା ଅସୁମାରୀ ଲୁହ, ଖୁସି ନେଇ ଯାଇଥିବା ବେଳେ ହଠାତ ମାଡି ଆସିଲା କଳା ବାଦଲ, କିଛି ବୁଝିବା ଆଗରୁ ଚାଲିଗଲା ନିରୀହ ଜୀବନ, ନିଜେ ଆତ୍ମୀୟ ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ନୂଆ ଜୀବନ ଆରମ୍ଭ କରୁଥିବା ନିରୀହ ପତ୍ନୀ, ଟିକେ ଖୁସି ସାଉଁଟିବା ପାଇଁ ଯାଇଥିବା ବେଳେ ସାରା ଜୀବନ ପାଇଁ ହରାଇଲା ନିଜ ସ୍ୱାମୀକୁ, କେଡେ ନିଷ୍ଠୁର ଏ ଆତଙ୍କବାଦୀ, ଭାରତର ସୌନ୍ଦର୍ଯ୍ୟର ସହର କାଶ୍ମୀର ଯାଇଥିଲେ। କାଶ୍ମୀରର ପହଲଗାମ ଠାରେ ସୁନ୍ଦର ବାତାବରଣ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେଉଥିଲେ, ନିଜ ଆଗାମୀ ଜୀବନ ପାଇଁ କିଛି ସ୍ମୃତି ସାଉଣ୍ଟୁଥିଲେ। ଏତିକି ଭିତରେ କିଛି ପାକିସ୍ତାନୀ ଆତଙ୍କବାଦୀ ଗୁଳିମାଡ଼ କରି ନେଇଗଲେ ନିରୀହ ଜୀବନ, କିଏ ଜାଣିଥିଲା ଟିକିଏ ଖୁସି ସାଉଁଟିବା ପାଇଁ ଯାଇ ନିଜେ ଆତ୍ମୀୟ ହରାଇବ ବୋଲି, ନିଷ୍ଠୁର କ୍ରୁର ଆତଙ୍କବାଦୀ

129
2088 views

Comment