ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘରେ ଲୋକ
ତାରିଖ: ୧୮/୦୪/୨୦୨୫ ଢେଙ୍କାନାଳ ଜ଼ିଲ୍ଲା ହିନ୍ଦୋଳ ବ୍ଲକ ଅସରଡ଼ା ଗ୍ରାମ ପଞ୍ଚାୟତ ବାରସିଙ୍ଗା ଗ୍ରାମରେ ଘଟିଛି ଅଭବନୀୟ ଘଟଣା ଶଶୁର ଘରଲୋକ ବୋହୂକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକ