logo

ଆଦି ମାତା ସେବା ଫାଉଣ୍ଡେସନ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ପଣା ବଣ୍ଟନ କରାଯାଇଥିଲା।

ବାଲେଶ୍ଵର:୧୪/୦୪ ଆଜି ପବିତ୍ର ଓଡିଆ ନୂତନ ବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ଅଦିମାତା ସେବା ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜ ସେବୀ ଡକ୍ଟର ପ୍ରଭାତ କୁମାର ବାରିକ ଙ୍କ ପ୍ରତ୍ୟେକ ତତତ୍ଵାବଧାନରେ ଓଡ଼ିଶା ର ପୁରୀ, ବାଲେଶ୍ଵର, କଟକ, ମାର୍କୋନା, ଗଂଜାମ, ଆସିକା ଆଦି ସ୍ଥାନରେ ସଂସ୍ଥା ର ସଦସ୍ୟ ଓ ସଦସ୍ୟା ମାନେ ସ୍ୱଚ୍ଛ ପାଣି ଏବଂ ପଣା ବଣ୍ଟନ କାର୍ଯ୍ଯ କରିଥିଲେ। ଆଗକୁ ଏପରି ସମାଜ ସେବା କାର୍ଯ୍ୟ କ୍ରମ ଗୁଡିକ ଜାରି ରହିବ ବୋଲି ସଂସ୍ଥା ର ସାଧାରଣ ସମ୍ପାଦକ ପ୍ରକାଶ କରି ଥିଲେ, ଏହି ସାମାଜିକ କାର୍ଯ୍ୟ କୁ ସ୍ଥାନୀୟ ଲୋକ ବହୁତ୍ ପ୍ରଶଂସା କରିବାସହ ସଦସ୍ୟ ମାନଙ୍କ ମନୋବଳ କୁ ଅହୁରି ଦୃଢ଼ କରାଇ ଥିଲେ।

8
569 views