logo

ହନୁମାନ ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆବର୍ଷ ର ଅଭିନନ୍ଦନ

ଆମେ ଓଡ଼ିଆ ଭାରି ବଢିଆ। ଏଠି ପାଳନ କରାଯାଏ ବାର ମାସରେ ତେର ପର୍ବ। ହିନ୍ଦୁ ଧର୍ମାବଲମ୍ବୀମାନେ ପର୍ବ ପର୍ବାଣୀକୁ ବହୁତ ଖାସ ଢଙ୍ଗରେ ପାଳନ କରନ୍ତି। ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି। ଆଜିର ଦିନକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। କେହି କେହି ଏହାକୁ ଜଳ ସଂକ୍ରାନ୍ତି ଏବଂ ଠେକି ବସା ସଂକ୍ରାନ୍ତି ମଧ୍ୟ କୁହନ୍ତି। ଆଜି ଦିନର ସବୁଠାରୁ ଖାସ କଥା ହେଉଛି ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ପାର୍ବଣ ଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ଖାସ ହୋଇଥାଏ |ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଆଜିର ଦିନକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। କେହି କେହି ଏହାକୁ ଜଳ ସଂକ୍ରାନ୍ତି ଏବଂ ଠେକି ବସା ସଂକ୍ରାନ୍ତି ମଧ୍ୟ କୁହନ୍ତି। ସବୁଠାରୁ ଖାସ କଥା ହେଉଛି ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ। ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ।ପ୍ରଭୁ ଜଗନ୍ନାଥ ଓ ସଙ୍କଟ ମୋଚକ ମହାବୀର ହନୁମାନଙ୍କ ଅପାର କରୁଣା ଓ ଅସୀମ ଆଶୀର୍ଵାଦରେ ଆପଣ ମାନଙ୍କ ପାଇଁ ନବବର୍ଷ,ସକଳ ସୁଖ, ଶାନ୍ତି,ପ୍ରଗତି ଓ ସମୃଦ୍ଧିର ବାର୍ତ୍ତା ଆଣିଦେଉ,ଏହାହିଁ କାମନା ।

1
357 views