logo

ଶିକ୍ଷା ଭିତ୍ତିଶୈଶବଭୂମି ଆହୁରି ସୁଦୃଢ଼ ହେଉଛି

ଶିକ୍ଷା ଭିତ୍ତିଶୈଶବଭୂମି ଆହୁରି ସୁଦୃଢ଼ ହେଉଛି। ଭୁବନେଶ୍ୱରର ବଡ଼ଗଡ ଗାଁ ବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ 'ପ୍ରବେଶ ଉତ୍ସବ', 'ଖଡିଛୁଆଁ' ଓ 'ଶିଶୁ ବାଟିକା' ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।

6
985 views