logo

ପୁରୀ ରେ ବଢ଼ି ଚାଲିଛି ନିଶା କାରବାର. ପୋଲିସ ପାଖରେ ଖବର ନାହିଁ ।

ତୋର ଶରଧା ବାଲି
ମନ ଝୁରେ ମୋ ଖାଲି ,
ତୋ ମୋହଦଧି ର ସ୍ନାନ
ଦିଏ ପରା କୋଟି ଏ ପୂଣ୍ୟ
ଦେଲେ ତୋର ନିର୍ମାଲ୍ୟ ପାଇ,
ମୋହ ମାୟା ସଂସାର କୁୁୁ
ଭୁଲି ଯାଏ ରେ ମୁହିଁ।
🙏🙏🙏 ଜୟ ଜଗନ୍ନାଥ🙏🙏🙏

1
114 views