logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତିତିପ ଗ୍ରାମରେ ଉତ୍ତରାମୁଖି ମା ରାମଚଣ୍ଡୀ ଙ୍କ ସାହି ଯାତ୍ରା

ପୁରୀ, କୃଷ୍ଣପ୍ରସାଦ 25/03
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ଗ୍ରାମ ରେ ପ୍ରସିଦ୍ଧ ଉତ୍ତରାମୁଖି ମା ରାମଚଣ୍ଡୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚୈତ୍ରମାସ ଦ୍ବିତୀୟ ମଙ୍ଗଳବାର ରେ ସାହି ସାହି ବୁଲି ଭୋଗ ଖାଇବା ସହିତ ସାହି ଯାତ ବଡ ଆଡ଼ମ୍ବର ସହକାରେ ପୂରଣ ହୋଇଯାଇଛି।


ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରୁ ମନୋରଞ୍ଜନ ବିଶ୍ଵାଳ ରିପୋର୍ଟ

195
2717 views

Comment