ତିତିପ ଗ୍ରାମରେ ଉତ୍ତରାମୁଖି ମା ରାମଚଣ୍ଡୀ ଙ୍କ ସାହି ଯାତ୍ରା
ପୁରୀ, କୃଷ୍ଣପ୍ରସାଦ 25/03
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ଗ୍ରାମ ରେ ପ୍ରସିଦ୍ଧ ଉତ୍ତରାମୁଖି ମା ରାମଚଣ୍ଡୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚୈତ୍ରମାସ ଦ୍ବିତୀୟ ମଙ୍ଗଳବାର ରେ ସାହି ସାହି ବୁଲି ଭୋଗ ଖାଇବା ସହିତ ସାହି ଯାତ ବଡ ଆଡ଼ମ୍ବର ସହକାରେ ପୂରଣ ହୋଇଯାଇଛି।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରୁ ମନୋରଞ୍ଜନ ବିଶ୍ଵାଳ ରିପୋର୍ଟ