logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତିତିପ ଗ୍ରାମ ରେ ପ୍ରସିଦ୍ଧ ଉତ୍ତରାମୁଖି ମା ରାମଚଣ୍ଡୀ ଙ୍କ ସାହି ଯାତ୍ରା

କୃଷ୍ଣପ୍ରସାଦ, ପୁରୀ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ତିତିପ ଗ୍ରାମ ରେ ପ୍ରସିଦ୍ଧ ଉତ୍ତରା ମୁଖି ଦେବୀ ମା ରାମଚଣ୍ଡୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚୈତ୍ରମାସ ର ପ୍ରତି ମଙ୍ଗଳବାର ଦିନ ସାହି ସାହି ବୁଲି ଭୋଗ ଖାଇବା ସହିତ ସାହି ଯାତ ବଡ ଆଡ଼ମ୍ବର ରେ ପାଳିତ ହୋଇଯାଇଛି,

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରୁ ମନୋରଞ୍ଜନ ବିଶ୍ଵାଳ ରିପୋର୍ଟ

190
740 views

Comment