ତିତିପ ଗ୍ରାମ ରେ ପ୍ରସିଦ୍ଧ ଉତ୍ତରାମୁଖି ମା ରାମଚଣ୍ଡୀ ଙ୍କ ସାହି ଯାତ୍ରା
କୃଷ୍ଣପ୍ରସାଦ, ପୁରୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ତିତିପ ଗ୍ରାମ ରେ ପ୍ରସିଦ୍ଧ ଉତ୍ତରା ମୁଖି ଦେବୀ ମା ରାମଚଣ୍ଡୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚୈତ୍ରମାସ ର ପ୍ରତି ମଙ୍ଗଳବାର ଦିନ ସାହି ସାହି ବୁଲି ଭୋଗ ଖାଇବା ସହିତ ସାହି ଯାତ ବଡ ଆଡ଼ମ୍ବର ରେ ପାଳିତ ହୋଇଯାଇଛି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରୁ ମନୋରଞ୍ଜନ ବିଶ୍ଵାଳ ରିପୋର୍ଟ