logo

ଶୁକ୍ରବାର ଟାଟା ଷ୍ଟିଲ କଳିଙ୍ଗନଗରର ଷ୍ଟିଲ୍ ମେଲଟିଂ ସପ୍ ରେ ଏକ ଅଘଟଣ ଘଟିଛି,

ଶୁକ୍ରବାର ଟାଟା ଷ୍ଟିଲ କଳିଙ୍ଗନଗରର ଷ୍ଟିଲ୍ ମେଲଟିଂ ସପ୍ ରେ ଏକ ଅଘଟଣ ଘଟିଛି, ଯେଉଁଥିରେ କିଛି କର୍ମଚାରୀ ଆହତ ହୋଇଛନ୍ତି। ବର୍ତ୍ତମାନ ସମସ୍ତ ଆହତବ୍ୟକ୍ତିଙ୍କୁ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଚିକିତ୍ସା କରାଯାଉଛି l

1
316 views