logo

#ସ୍ଵାଭିମାନୀ_ଯୁବକ ସ୍ଵର ଶାଣିତ କର ଆଉ ସରକାର ଙ୍କୁ ପ୍ରଶ୍ନ କର !!!

ଯେଉ ସରକାର ନିର୍ବାଚନ ପୂର୍ବରୁ କହୁଥିଲେ ଆମେ ସରକାର କୁ ଆସିଲେ ମଦ ବନ୍ଦ କରିବୁ କହି ଡିଙ୍ଗୁରା ପିଟୁଥିଲେ ସେହି ସରକାର ରେ ଭିନ୍ନ ଭିନ୍ନ ପ୍ରକାର ମଦ ଦେଇ ସାଧାରଣ ଜନତାଙ୍କ ପରିବାର କୁ ଧୂଳିସାତ କରୁଛନ୍ତି ପଡ଼ଶି ରାଜ୍ୟ କୁ ଦୋଷ ଦେଇ ନୁହେଁ କି ? ସେଇଥି ପାଇଁ
#ସ୍ଵାଭିମାନୀ_ଯୁବକ ସ୍ଵର ଶାଣିତ କର ଆଉ ସରକାର ଙ୍କୁ ପ୍ରଶ୍ନ କର !!!
#ମଦମୁକ୍ତ_ଓଡ଼ିଶା ଗଠନ କର
#ମଦମୁକ୍ତି_ଓଡିଶା ଗଠନ କରିବା ପାଇଁ।
👇👇👇
ଆସନ୍ତୁ ଏକାଠି ହେବା ।
#ମୁଦମୁକ୍ତି_ଯୁବବାହିନୀ ସହିତ ଯୋଡ଼ି ହେବା ପାଇଁ #8144738619ନଂ ରେ #MMYB ଲେଖି ହ୍ବାଟସଆପ କରନ୍ତୁ।

26
2649 views