
✍️Beware of Fraudulent Agents and Fake Businesses Targeting Innocent Tribal People in Nabarangpur, Kalahandi, and Koraput.
✍️ଠଗ ଏଜେଣ୍ଟ ଏବଂ ନକଲି ବ୍ୟବସାୟିଙ୍କୁ ସତର୍କ ରହନ୍ତୁ, ନବରଙ୍ଗପୁର, ଜିଲ୍ଲାର ନିର୍ଦୋଷ ଜନଜାତି ଲୋକଙ୍କୁ ଲକ୍ଷ୍ୟ କରି ନକଲି ବ୍ୟବସାୟ ବେଧକ ଚାଲିଛି।
🙏ଠଗ ଏଜେଣ୍ଟ ଏବଂ ନକଲି ବ୍ୟବସାୟିଙ୍କୁ ସତର୍କ ରହନ୍ତୁ, ନବରଙ୍ଗପୁର, ଜିଲ୍ଲାର ନିର୍ଦୋଷ ଜନଜାତି ଲୋକଙ୍କୁ ଲକ୍ଷ୍ୟ କରି ନକଲି ବ୍ୟବସାୟ ବେଧକ ଚାଲିଛି।ନବରଙ୍ଗପୁର/କଳାହାଣ୍ଡି/କୋରାପୁଟ:
ନକଲି ଏବଂ ଠଗ ବ୍ୟବସାୟୀମାନେ ଅନେକ କୋଷ୍ଟାଲ ଏଲାକାରେ ସକ୍ରିୟ ଥିବା ତଥ୍ୟ ପ୍ରକାଶ ପାଇଛି। ଏହି ଠଗମାନେ ଗ୍ରାମୀଣ ଏବଂ ନିର୍ଦୋଷ ଲୋକଙ୍କୁ ଧୋଖା ଦେଇ ନିମ୍ନମାନର ପଦାର୍ଥ ବା ନକଲି ପଣ୍ୟ ଉଚ୍ଚ ଦାମରେ ବିକ୍ରି କରୁଛନ୍ତି। ଜିଲ୍ଲାରେ ଏପର୍ଯ୍ୟନ୍ତ ଅନେକ ଘଟଣା ଆସିଛି, ଯେଉଁଠି ଲୋକମାନେ ନକଲି ଖାଦ୍ୟ ସାମଗ୍ରୀ,ଉପକରଣ, ଜଡି-ବୁଟି ଉତ୍ପାଦନ ଏବଂ ଦିନ ପ୍ରତିଦିନୀୟ ଜିନିଷ ବିକ୍ରି କରି ଠକିତ ହୋଇଛନ୍ତି। ଏହି ଅବୈଧ କାରବାର ନା ମାତ୍ର ଲୋକଙ୍କ ଆର୍ଥିକ କ୍ଷତି କରୁଛି, ବରଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ।
ପ୍ରଶାସନ ଏବଂ ସ୍ଥାନୀୟ ନାଗରିକମାନେ ଏହି ଅପରାଧ ରୋକିବାକୁ ଉଦ୍ୟମ କରିବା ଆବଶ୍ୟକ ରହିଛି ଓ ନାଗରିକମାନେ ଯେକୌଣସି ଜିନିଷ କିଣିବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା, ନବିନ ବ୍ୟବସାୟୀଙ୍କ ପ୍ରମାଣପତ୍ର ଦେଖିବା ଏବଂ ଅଜଣା ବ୍ୟକ୍ତିଙ୍କ ଠାରୁ କିଣିବାରୁ ପରିହାର କରିବା ଜରୁରୀ ଅଟେ। ଏହା ଉପରେ ଜୋର ଦେଇ କାର୍ଯ୍ୟକ୍ରମ ଦ୍ୱରା ପ୍ରଚାର ଆବଶ୍ୟକ ମଧ୍ୟ ରହିଛି ।
ଯଦି କୌଣସି ଅସନ୍ଧିଗ୍ଧ ବ୍ୟବସାୟୀ ନକଲି ଜିନିଷ ବିକ୍ରି କରୁଥିବା ଚେତାବନୀ ମିଳେ, ତାହାକୁ ସ୍ଥାନୀୟ ପୋଲିସ୍ ଅଥବା ଉପଭୋକ୍ତା ସୁରକ୍ଷା କାର୍ଯ୍ୟାଳୟରେ ତୁରନ୍ତ ଖବର ଦିଅନ୍ତୁ।
*************************************
✍️Reports indicate that fake and fraudulent businessmen are actively operating in various coastal areas. These fraudsters deceive rural and innocent people by selling low-quality or counterfeit products at high prices. Several incidents have been reported where people have been cheated by purchasing fake food items, equipment, herbal products, and daily necessities. This illegal trade is not only causing financial losses but also leading to health issues.
Authorities and local citizens must take steps to stop such crimes. It is essential for people to verify information before purchasing any item, check the credentials of new businesses, and avoid buying from unknown individuals. Awareness campaigns are necessary to emphasize this issue.
If any suspicious business or person is found selling counterfeit goods, report it immediately to the local police.
✍️ठग एजेंट और नकली व्यवसायों से सावधान रहें, जो नबरंगपुर, कालाहांडी और कोरापुट के निर्दोष जनजातीय लोगों को निशाना बना रहे हैं
रिपोर्टों से पता चला है कि नकली और धोखाधड़ी करने वाले व्यवसायी विभिन्न तटीय क्षेत्रों में सक्रिय हैं। ये ठग ग्रामीण और भोले-भाले लोगों को धोखा देकर निम्न-गुणवत्ता या नकली उत्पाद ऊँची कीमतों पर बेच रहे हैं। कई घटनाएं सामने आई हैं, जहां लोगों को नकली खाद्य सामग्री, उपकरण, जड़ी-बूटी उत्पाद और दैनिक आवश्यक वस्तुएँ खरीदकर ठगा गया है। यह अवैध व्यापार न केवल आर्थिक नुकसान पहुंचा रहा है, बल्कि स्वास्थ्य समस्याएँ भी पैदा कर रहा है।
प्रशासन और स्थानीय नागरिकों को ऐसे अपराधों को रोकने के लिए कदम उठाने चाहिए। लोगों के लिए यह आवश्यक है कि वे किसी भी सामान को खरीदने से पहले जानकारी की जांच करें, नए व्यवसायों के प्रमाण पत्र देखें और अज्ञात व्यक्तियों से खरीदारी करने से बचें। इस मुद्दे पर जागरूकता बढ़ाने के लिए प्रचार अभियान चलाना जरूरी है।
यदि कोई संदिग्ध व्यवसायी नकली सामान बेचता हुआ पाया जाए, तो तुरंत इसकी सूचना स्थानीय पुलिस या उपभोक्ता संरक्षण कार्यालय को दें।
#beramtarun #fakedealers #duplicateproduct