logo

ବାରିପଦା ଅଞ୍ଚଳ ପକ୍ଷରୁ ବିଶ୍ୱ ମହିଳା ଦିବସ

ଭୁବନେଶ୍ୱର (ସବ୍ଲ୍ୟୁ): ବ୍ୟାଙ୍କ ଅଫ୍ ଇଣ୍ଡିଆ, ବାରି ପଦା ଅଞ୍ଚଳ ଅଧ୍ୟାନସ୍ଥ ମୟୁରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାର ସମସ୍ତ ୬୮ଟି ଶାଖାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ସମସ୍ତ ଶାଖାରେ ମହିଳା ଗ୍ରାହକ, ମହିଳା ଉଦ୍ୟୋଗୀ ଏବଂ ବି ଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀମାନ ଙ୍କୁ ସମ୍ବନ୍ଧିତ କରାଯାଇଥିଲା I
ଦେଶର ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ମହି ଳା ମାନ ଙ୍କ ର ଗୁ ରୁ ତ୍ବ ପୂର୍ଣ୍ଣ ଯୋଗଦାନ ର ହି ଛି।

ଏହି ଅବ ସର ରେ ମହି ଳା ମା ନ ଙ୍କୁ ସ୍ଵାବଲ ମ୍ବୀ ଓ ରୋଜଗାର କ୍ଷମ କରି ବ।ରେ ବ୍ୟାଙ୍କ ର ଭୂମି କା ବିଷୟରେ ସେମାନଙ୍କୁ ଅବଗତ କର । ଯାଇଥ୍ ଲା I

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ୬୮ଟି ଶାଖା ମାଧ୍ୟମରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ରଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯଇଥିଲା I

ଏହି ଅବସର ରେ ବ୍ୟାଙ୍କ ମାଧ୍ୟମରେ ନି ଜେ ଆଗକୁ ବଢିବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ନିଜର ସଂପୂର୍ଣ୍ଣ ଯୋଗଦାନ ଦେବା ପାଇଁ ମହିଳା ଗ୍ରାହକମାନେ ନିଜର ସମ୍ମତି ଜଣାଇଛନ୍ତି।

0
297 views