logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉମାକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦିତୀୟ ଦିବସ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଳମ ପଞ୍ଚାୟତ
ଅନ୍ତର୍ଗତ ଗଉଡନାଳୀ ଠାରେ ତ୍ରୀଦୀବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଦିତୀୟ ଦିବସ ରେ ବଳମ ଏବଂ ଦଣ୍ଡାସିଂହା ମଧ୍ୟରେ ମ୍ଯାଚ ହୋଇଥିଲା।

ଆଜିର ମ୍ଯାଚରେ ମୁଖ୍ୟ ଅତିଥି ଭାବେ ବଳମ ଗ୍ରାମର ସ୍ଵେଛାସେବୀ ଲିଙ୍ଗ ରାଜ ହାତୀ ଏବଂ ସନମାନୀୟ ଅତିଥି ଭାବ ରେ ଡମ୍ବରୁ ଧର ସାହୁ , ଭରତ ବେହେରା, ଶ୍ରୀଧର ଦୀପ ଉପସ୍ଥିତ ରହିଥିଲେ।

ଆଜିର ମ୍ଯାଚ କୁ ପରିଚାଳନା କରିଥିଲେ ଦୁଇ ଅମ୍ପାୟାର ଦ୍ବୟ ଜଗବନ୍ଧୁ କିସାନ ଏବଂ ସୋଢାନନୋ ଉଦାବର ଭାଷ୍ଯକାର..ଆଶିଷ କୁମାର ପ୍ରଧାନ ଏବଂ ସରୋଜ କୁମାର କିଷାନ ରହିଥିଲେ।

ଏହି ଉମାକାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଆୟଜନ କରୁଛନ୍ତି ରଂଜିତ କୁମାର ଧଳ ଏବଂ କ୍ଷେତ୍ରବାସୀ ଉଦାବର, ସବୁଜ କିଷାନ, ପିଣ୍ଟୁ, ନିତ୍ଯା, ସୁବ୍ରତ

ସହଯୋଗ କରୁଛନ୍ତି , ସୁଶାନ୍ତ, ତପନ, ଚିକୁ

201
19406 views

Comment