logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉମାକାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଳମ ପଞ୍ଚାୟତ
ଅନ୍ତର୍ଗତ ଗଉଡନାଳୀ ଠାରେ ତ୍ରୀଦୀବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ବାଲିପୋଷି ଏବଂ ଗଉଡନାଳି ମଧ୍ୟରେ ମ୍ଯାଚ ହୋଇଥିଲା।
ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବ ନେତା ଦିଲ୍ଲୀପ କୁମାର ବେହେରା ( ଗଜା ଭାଇ ) ଏବଂ ସନମାନୀୟ ଅତିଥି ଭାବ ରେ ସୁଜିତ କୁମାର ଧଳ, କୁଞ୍ଜ ବିହାରୀ ସାହୁ ବଳମ ଗ୍ରାମ ର ସ୍ଵେଛାସେବୀ ବାବୁଲି ଦୀପ ଉପସ୍ଥିତ ରହିଥିଲେ।

ଆଜିର ମ୍ଯାଚ କୁ ପରିଚାଳନା କରିଥିଲେ ଦୁଇ ଅମ୍ପାୟାର ଦ୍ବୟ ଜଗବନ୍ଧୁ କିସାନ ଏବଂ ସୁରୂପ ବେହେରା ଭାଷ୍ଯକାର.. କୃଷ୍ଣ ଭାଇ ଉପସ୍ଥିତ ରହିଥିଲେ।

ଏହି ଉମାକାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଆୟଜନ କରୁଛନ୍ତି ରଂଜିତ କୁମାର ଧଳ ଏବଂ କ୍ଷେତ୍ରବାସୀ ଉଦାବର, ଆଶିଷ କୁମାର, ସବୁଜ କିଷାନ, ପିଣ୍ଟୁ, ନିତ୍ଯା, ସୁବ୍ରତ

ସହଯୋଗ କରୁଛନ୍ତି ସରୋଜ ଭାଇ, ସୁଶାନ୍ତ, ତପନ, ବାଘ ଭାଇ




230
4893 views

Comment