logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା କଟକ ଚଣ୍ଡୀ ଫାଉଣ୍ଡେସନ ରକ୍ତଦାନ ଶିବିର

ମା କଟକ ଚଣ୍ଡୀ ଫାଉଣ୍ଡେସନ ତରଫରୁ ଆଜି ତା ୧୬/୦୨/୨୦୨୫ରିଖ ଦିନ ଜଗତସିଂହପୁର ଜିଲ୍ଲା ସ୍ଥିତ ଜନତା ବଜାର କୋଠି ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ପୀଠ ନିକଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା

171
3995 views

Comment