ମାହାଙ୍ଗା ବ୍ଲକର ୧୪ ପଞ୍ଚାୟତ ର ଏମ.ବି . କେ ତଥା ସି. ଅର୍. ପି ମିଳିତ ମଞ୍ଚ ତରଫ ରୁ ନିଜର ବକେୟା ବେତନ ପ୍ରାପ୍ତି ତଥା , ବିଭିନ୍ନ ଦାବି ନେଇ ଶତାଧିକ ମା ମାନେ ମାହାଙ୍ଗା ବ୍ଲକ ଘେରଉ
୨୮/୦୧/୨୦୨୫ ମାହାଙ୍ଗା ବ୍ଲକର ୧୪ ପଞ୍ଚାୟତ ର ଏମ.ବି . କେ ତଥା ସି. ଅର୍. ପି ମିଳିତ ମଞ୍ଚ ତରଫ ରୁ ନିଜର ବକେୟା ବେତନ ପ୍ରାପ୍ତି ତଥା , ବିଭିନ୍ନ ଦାବି ନେଇ ଶତାଧିକ ମା ମାନେ ମାହାଙ୍ଗା ବ୍ଲକ ଘେରଉ କରିବା ସହ ଅନିର୍ଦ୍ଧିଷ୍ଟ କାଳ ଲାଗି ଅନସନରେ ବସିଛନ୍ତି ,ତାଙ୍କର କହିବା ଅନୁଜାୟି ଯଦି ତାଙ୍କର ଦାବି ପୁରଣ ନ ହୁଏ ,ଆଗାମୀଦିନରେ ସେମାନେ ନିଶ୍ଚିନ୍ତ ବ୍ଲକ ରେ ତାଲା ପକାଇବା ସହ ସମସ୍ତ ସରକାରୀ କର୍ଯ୍ୟ କୁ ବନ୍ଦ କରିବେ ।।।ତେଣୁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ ଯଥା ଶୀଘ୍ର ଏହାର ସ୍ତାଇ ସମାଧାନ କରାଯାଉ , ଏବଂ ସେମାନ ଙ୍କ ଦାବି ପୁରଣ କରାଯାଉ ।
ବ୍ୟୁରୋ ରିପୋର୍ଟ (REPOTER -jeebesh mohan pattanaik (AIM MEDIA,)