logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଣେ ବିଧବା ମହିଳାଙ୍କୁ ଅସଦାଚରଣ କରିଥିବା ଏବଂ ଘର ସଂପୂର୍ଣ୍ଣ ଭାବରେ ଭାଙ୍ଗି ଦେଲେ କିଛି ଯୁବକ ଗୁଣ୍ଡା ମାନେ

ପଡୁଆ ଥାନା ଅନ୍ତର୍ଗତ କୁଲାରସିଂ ଗ୍ରାମପଞ୍ଚାୟତର ଏଣୁଗୁଗୁଡ଼ ର ଜଣେ ବିଧବା ମହିଳାଙ୍କୁ ଅସଦାଚରଣ କରିଥିବା ସହ ତାଙ୍କ ଘର ସଂପୂର୍ଣ୍ଣ ଭାବରେ ଭାଙ୍ଗି ଦେଲେ କିଛି ଯୁବକ ଜମି ବାବଦ କୁ ନେଇ କିନ୍ତୁ ଜମି ମାଲିକ ଯମୁନା ସେଠୀ ଘର ମାଲିକ ତାଙ୍କ ନା ରେ ଜମି ଫଟା ମଧ୍ୟ ତାଙ୍କ ନାଁ ଥିବା ସାଥେ ସାଥେ ମାରି ଦେବାକୁ ମଧ୍ୟ ଧମକ
ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି

160
15301 views

Comment