logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଣ୍ଢଳ ରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ

#liksvideos:- ଦେବଗଡ ଜିଲ୍ଲା କଣ୍ଢଳ ହାଇସ୍କୁଲ ପଡିଆ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବର ସହ ପାଳନ ହୋଇଯାଇଛି। ଆଜି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସନ୍ମାନୀୟ ଅତିଥି ଭାବେ ଗ୍ରାମ ର ସରପଞ୍ଚ ଶ୍ରୀ ମତୀ ସବିତା ବେହେରା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ପିଲାମାନେ ପ୍ଯାରେଡ ଏବଂ ଦେଶଭକ୍ତି ଗୀତରେ ଦର୍ଶକ ମାନଙ୍କର ମନ ଜିଣି ନେଇଥିଲେ।ଏହି ଉତ୍ସବରେ ସଭାପତି,ସମ୍ପାଦକ, ଆଇନ ପରାମର୍ଶଦାତା ଙ୍କ ସମେତ କଣ୍ଢଳ ଗ୍ରାମର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ।

234
21753 views

Comment