logo

ମନ ଲାଗିଲା ନାହିଁ ଆଉ ଅଭିନୟ ରେ ମମତା ଙ୍କ,,,,,ହେଲେ ସାଧବି

ମମତା କୁଲକର୍ଣି ଆଗ ଧାଡ଼ି ରେ ଅଭିନୟ କରିବା ,
ରୁ ସନ୍ନ୍ୟାସ ନେଇ କିଛି ନୂଆ ଆଶାରେ ଆଉ ଏକ ଚରିତ୍ର ରେ ଅଭିନୟ କରିବା ଆରମ୍ଭ କରିଦେଇଛନ୍ତି,
ସେହି ମାର୍ଗ ରେ କେତେ ଦୂର ଆଗକୁ ଯିବେ ସମୟ କହିବ ।
ଆମେ ତାଙ୍କ ର ଏହି ଅଭିଯାନ ରେ ତାଙ୍କୁ ଅଭିନନ୍ଦନ ଦେବା ସହ ଆଉ କଣ କରିବା।।।।

4
5089 views