logo

ହିଞ୍ଜିଳି କାଟୁ ରେ ଶୀତଳ ଯୁଦ୍ଧ ଲାଗିବା ଆରମ୍ଭ ହୋଇଯାଇଛି

ରାଜନୀତି ଦୂର୍ଷ୍ଟି କୋଣ ରୁ ହିଞ୍ଜିଳି କାଟୁ ନବୀନ ଙ୍କ ଗଡ଼ ରହିଆସିଛି,ହେଲେ ଏବେ ଅନ୍ୟ ରାଜନୀତି ଦଳ ମାନେ ତାଙ୍କ ପ୍ରତିଆର ପାଇଁ ,ଯୋଜନା ଆରମ୍ଭ କରିଦେଇଛନ୍ତି ସେଥି ପାଇଁ ଆଗାମୀ ଦିନ ରେ ଜୋରଦାର ଲଢେଇ ହେବା ଦେଖାଯାଇଛି ବହୁତ୍ ପ୍ରତିଦ୍ବନ୍ଦିତା ହେବ ଆଗାମୀ ନିର୍ବାଚନ ରେ।
ସେଥି ପାଇଁ ଭୋଟର ମାନେ ବି କାହାକୁ ଦେବେ ନିଜର ମତଦାନ ସ୍ତିର କରିବା ବି ବହୁତ୍ କଷ୍ଟ ହେବ।
ଯିଏ ବି ହେଉ ଦେଖା ଯାଉ କଣ ହେଉଚି ।।।

10
2535 views