logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଧାୟକଙ୍କୁ ଭେଟିଲେ ମକର ମେଳା କମିଟି ସଦସ୍ୟ

ରାଇସୁଆଁ ୧୭/୧ :- ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଝାରବେଡ଼ା ଗ୍ରାମ ରେ ବହୁ ବର୍ଷ ଧରି ପୂଜା ପାଇଆସୁଥିବା ଝାଡେଶ୍ୱର ଶୈବପୀଠ ରେ ଚଳିତ ବର୍ଷ ମକର ମେଳା ଅନୁଷଠିତ ହେଉଛି। ଗ୍ରାମବାସୀଙ୍କ ଉଦ୍ୟମରେ ଝାଡେଶ୍ୱର୍ ଶୈବପୀଠ ର ପୂଜାର୍ଚ୍ଚନା କରାଯିବା ସହ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ କାଲି ଗ୍ରାମ କୁ ତେଲକୋଇ ଥାନା ପୋଲିସ ଆଜି ଉତ୍ସବ କୁ ବିରୋଧ କରିବା ସହ ଗ୍ରାମବାସୀ ଙ୍କୁ ଥାନା କୁ ଡାକିଥିଲେ। ଏହି ଘଟଣା କୁ ନେଇ ସ୍ଥାନୀୟ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ଙ୍କୁ ଗ୍ରାମବାସୀ ମାନେ ଭେଟି ଅଭିଯୋଗ କରିଥିଲେ। ବିଧାୟକ Dr. ନାଏକ ଗ୍ରାମବାସୀ ଙ୍କୁ କହିଥିଲେ, ଉତ୍ସବ ଚାଲିବ, ଅପେରା ହେବ, ଥାନା ବାବୁ ସହିତ ଯୋଗାଯୋଗ କରିବି ବୋଲି କହିବାରୁ ଗ୍ରାମବାସୀ ମାନେ ଆଶ୍ୟସ୍ତି ଲାଗ କରିଥିଲେ।

210
21123 views

Comment