logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୁପରିଚିତ ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ବିଜେଡ଼ି ଛାଡ଼ି ବିଜେପି ରେ ଯୋଗଦାନ

କେନ୍ଦୁଝର:- ୧୭/୦୧/୨୦୨୫
କେନ୍ଦୁଝର: - କେନ୍ଦୁଝର ଜିଲ୍ଲାର ସୁପରିଚିତ ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ବିଜେଡ଼ି ଛାଡ଼ି ବିଜେପି ରେ ଯୋଗଦାନ କଲେ। ସେ ଦୀର୍ଘ ୧୫ ବର୍ଷ ହେଲା ବିଜୁ ଜନତା ଦଳ ସହ ଜଡ଼ିତ ଥିଲେ ସେଥି ମଧ୍ୟରୁ ୪ ବର୍ଷ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ଵ ମଧ୍ୟ ତୁଲାଇଚନ୍ତି ଏବଂ ଛାତ୍ର ସଭାପତି ଥିବା ସମୟରେ ସୋସିଆଲ ଏକ୍ଟିଭିଷ୍ଟ୍ ହିସାବ ରେ ରାଜ୍ୟ ରେ ପ୍ରଥମ ସ୍ଥାନ ଅଧିକାର ରାଜ୍ୟ ସରକାର ଙ୍କ ପାଖରୁ ପୁରସ୍କୃତ ହୋଇଛନ୍ତି ହେଲେ ସେ ଦୁଃଖ ରେ ପ୍ରକାଶ କରି ଦଳ ଛାଡ଼ିବା କାରଣ କହିଲେ ସେ କହିବା କଥା ହେଲା ତାର ଛାତ୍ର ସଭାପତି ହେବା ଟା ଦଳ ରେ ଥିବା କିଛି ଛାମୁଆ ନେତା ଙ୍କୁ ହଜମ ହେଲାନି ତେଣୁ ତାଙ୍କୁ ସମସ୍ତେ ଅଣଦେଖା କରୁଥିଲେ ଏମିତି କାର୍ଯ୍ୟକଳାପ ଦେଖି ତାଙ୍କୁ ବହୁତ କଷ୍ଟ ହେଇଛି ତେଣୁ ତା ବିଷୟରେ ମଧ୍ୟ ସେ ଦଳ ର Organisational Secretary Bobby Das ଙ୍କୁ ମଧ୍ୟ ଜଣାଇଛନ୍ତି ହେଲେ ସେ ବି ମୋତେ ଅଣଦେଖା କରିଲେ ଏଣୁ ଦେଖିଲି ଏହି ଦଳ ରେ ରହିଲେ ମୁଁ ମୋ ଭବିଷ୍ୟତ ରେ କିଛି କରିପାରିବି ନାହିଁ ଏଣୁ ପରିବାର ଏବଂ ମୋ ନିଜ ଭବିଷ୍ୟତ କୁ ଆଖି ଆଗରେ ରଖି ମୁଁ ଏ ପରି ନିଷ୍ପତି ନେବାକୁ ବାଧ୍ୟ ହେଲି ଏବଂ ବିଜେପି ରେ ଯୋଗଦାନ କରିଲି ଏହା ପରେ ମୁଁ ମୋ ନିଷ୍ପତି ନେଇ ମୋର ପଦତ୍ୟାଗ ପତ୍ର ଦଳ ର ସୁପ୍ରିମୋ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଙ୍କୁ ପ୍ରଦାନ କରିଲି।
ରିପୋର୍ଟ - ପ୍ରଭାତ ସାହୁ କେନ୍ଦୁଝର

207
8654 views

Comment