logo

‌ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

‌ କଳାହାଣ୍ଡି ଜିଲ୍ଲା ଜୟପାଟଣା ଗ୍ରାମର ଯେ କେ ମୋବାଇଲ ଦୋକାନ ଚୋରି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
ମଙ୍ଗଳବାର ଦିନ ରାତି ରେ ଜିରୋ ନାଇଟ ସେଲିବ୍ରେଶନ ରେ ସମସ୍ତେ ମଶଗୁଲ ଥିବା ବେଳେ ତାର ଫାଇଦା ନେଇ ଜେଜେ ମୋବାଇଲ ଦୋକାନ କୁ ଫାଡ଼ି ଦାମିକା ମୋବାଇଲ ଗୁଡ଼ିକ ନେଇ ଯାଇଥିବା ଜୟପାଟଣା ଥାନା ରେ ଅଭିଯୋଗ ହୋଇଚି, ସିଶି ଟିଭି ଫୁଟେଜ ନେଇ ପୋଲିସ ଅନୁସନ୍ଧାନ ଜାରୀ ରଖିଛି ଦିନକୁ ଦିନ ଜୟପାଟଣା ଅଞ୍ଚଳରେ ଚୋରି ଡକାୟତି ସଂଖ୍ୟା ବଢ଼ିବାରେ ଲାଗିଛି ଏ ନେଇ ଜନସାଧାରଣ ରେ ଅସନ୍ତୋଷ ର ବାତାବରଣ ଦେଖିବାକୁ ମିଳୁଚି

25
7223 views