
ଆଜି ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣ ରେ ଜନସେବା କେନ୍ଦ୍ର (CSC) ଓ ମୋ ସେବା କେନ୍ଦ୍ର (MSK)ର VLE ମାନଙ୍କୁ ନେଇଁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଅଛି
ଜନସେବା ଓ ମୋ ସେବାକେନ୍ଦ୍ର ର ବନ୍ଧୁମିଳନ ଓ ଜିଲ୍ଲା କମିଟି ଗଠିତ।
ଆଜି ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣ ରେ ଜନସେବା କେନ୍ଦ୍ର (CSC) ଓ ମୋ ସେବା କେନ୍ଦ୍ର (MSK)ର VLE ମାନଙ୍କୁ ନେଇଁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମ ରେ ଶହେ ରୁ ଉର୍ଦ୍ଧ୍ବ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତି ସଂଗଠକ ସୁକାନ୍ତ କୁମାର ଦାଶ ଏବଂ ଅନ୍ୟ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଦାଶରଥି ମହାନ୍ତି ପରିଚାଳନା କରିଥିଲେ।
ପରେ ପରେ ଜିଲ୍ଲା ସଙ୍ଗଠନ ଗଠନ କରାଯାଇଥିଲା। ଉକ୍ତ ସଙ୍ଗଠନ ରେ ସଭାପତି ଭାବେ ଦାଶରଥି ମହାନ୍ତି କୁ ନିର୍ବାଚିତ କରାଯାଇଥିଲା। ତତ୍ ସହିତ ବିଭିନ୍ନ ବ୍ଲକ ର ସଂଗଠକ ଓ ଜିଲ୍ଲା କାର୍ଯ୍ୟକାରିଣୀ ଗଠିତ ହୋଇଥିଲା।ସଭାପତି - ଦାଶରଥି ମହାନ୍ତି
ଉପ ସଭାପତି - ସକିଲ ଆଲାମ
ସମ୍ପାଦକ - ସୁଦର୍ଶନ ରାଉଳ
ସହ ସମ୍ପାଦକ - ବିଶ୍ୱଜିତ ମେକାପ
କୋଷାଧକ୍ଷ - ଜଗବନ୍ଧୁ ମହାପାତ୍ର
ମହିଳା ପ୍ରମୁଖ - ସୋନାଲି ପଣ୍ଡା
ସେବା ପ୍ରମୁଖ - ସଚ୍ଚିକାନ୍ତ ସେନାପତି
କାର୍ଯ୍ୟକାରୀ ସଦସ୍ୟ - ସୂଦୀପ କୁମାର ସ୍ୱାଇଁ
କାର୍ଯ୍ୟକାରୀ ସଦସ୍ୟ - ତୋଫାନ କୁମାର ବେହେରା
କାର୍ଯ୍ୟକାରୀ ସଦସ୍ୟ - ବାଣୀ ପ୍ରସାଦ ବେହେରା
ସେବା ସହକର୍ମୀ - ଏମ ଡି ତାସ୍ମିନ ଖାନ
ନ୍ୟାୟିକ ଉପଦେଷ୍ଟା - ରଞ୍ଜନ କୁମାର ସାହୁ
ଗଣମାଧ୍ୟମ ପ୍ରଭାରୀ - ମାନସ କୁମାର ଦାସ
ଜ଼ିଲ୍ଲା ସଂଯୋଜକ - ଲୋକନାଥ ନାୟକ
କାର୍ଯ୍ୟକ୍ରମ କୁ. Vle ମାନେ ସହଯୋଗ କରିଥିଲେ।