logo

ସଚେତନ ନାଗରିକ କ୍ରିୟାନୁଷ୍ଠାନ କମିଟି,ଜୟପାଟଣା ଏବଂ ସମିତି ସଭ୍ୟା ଜୟପାଟଣା GP. ଦ୍ବାରା ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ସଚେତନ ନାଗରିକ କ୍ରିୟାନୁଷ୍ଠାନ କମିଟି,ଜୟପାଟଣା ଏବଂ ସମିତି ସଭ୍ୟା ଜୟପାଟଣା GP. ଆମ ଜୟପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ଭବାନୀପାଟଣା ଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଓଡ଼ିଶା ସରକାର ଓ ବିଧାୟକ ଲାଞ୍ଜିଗଡ ଙ୍କୁ ଦାବିପତ୍ର ଦେବାସହ ଆଲୋଚନା କରିଥିଲେ ।

0
1023 views