Odisha news
*ନମସ୍କାର*
*ଆଜି ୦୭/୧୨/୨୪, ଶନିବାର*
*ମୁଖ୍ୟ ଖବର*
୧-ନିଜ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ
୨-୧୨ରୁ ବଢ଼ିବ ଶୀତ, ଆଜି ଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ କମିପାରେ
୩-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ‘ଘୋଡ଼ ଲାଗି’ ନୀତି, ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜିଉ
୪-ପୁରୀରେ ୯୦ ଦିନିଆ କଟକଣା, ବିନାନୁମତିରେ ସଭା, ଶୋଭାଯାତ୍ରା ଓ ମାଇକ ବ୍ୟବହାର ବେଆଇନ
୫-ଦର୍ଶକ ଦେଖିପାରିବେନି ଝାଇଁମରା ନାଚ, ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
୬-ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACFଙ୍କ ଘରେ ଭିଜିଲାନ୍ସ, ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ଜବତ
୭-କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟ୍ ର କେ-ଆଇ୩ ଫେଷ୍ଟ ଉଦ୍ଘାଟିତ
୮-କଣ୍ଟାବାଞ୍ଜି:ଥାଳି ପଡିଯିବାରୁ ଛାତ୍ରଙ୍କୁ ଚପଲ ପିଟିଲେ ଶିକ୍ଷକ, ଥାନାରେ ଦ୍ବାରସ୍ଥ ହେଲେ ପରିବାର
୯-ଭୁବନେଶ୍ୱର: ବିଧାନସଭାରେ ଗୋ- ସୁରକ୍ଷା ଓ ଗୋ- ହତ୍ୟା ନିଷେଧ ବିଧେୟକ ଆଗତ
୧୦-ପାରାଦ୍ଵୀପ: ଗ୍ୟାସ୍ ପାଇପ୍ ଲିକ୍, ବିନା ସୁରକ୍ଷାରେ ସମ୍ପରେ ପଶିବା ପଡ଼ିଲା ମହଙ୍ଗା, କ୍ଷଣିକରେ ଟଳି ପଡ଼ିଲେ ଶ୍ରମ