ଜଳ ଯୋଗାଣ ବନ୍ଦ ବିରୋଧ ରେ ଚାଷୀ ରାଜ ରାସ୍ତାରେ
ଇନ୍ଦ୍ରାବତି ଜଳ ସେଚନ ପ୍ରକଳ୍ପ ଦ୍ବାରା ଜଳ ଯୋଗାଣ ବନ୍ଦ ବିରୋଧ ରେ ଆଜି ଚାଷୀ ରାଜ ରାସ୍ତା କୁ ଓହ୍ଲେଇ ଛନ୍ତି ପାଣି ର ନିଅଣ୍ଟ ବୋଲି ସୂଚନା ଦେବାରୁ ଆଜି ସରକାର ଓ ପ୍ରଶାସନକୁ ପ୍ରତିବାଦ କରୁଛନ୍ତି ଚାଷୀ ସମସ୍ତ ଚାଷୀ ମିଶି ଆଜି 26 ନମ୍ବର ରାଜପଥ କୁ ଅବରୋଧ କରି ଚକା ବନ୍ଦ କରିଛନ୍ତି ଯଦି ପାଣି ଯୋଗାଇ ଦିଆ ନ ଯିବା ତ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବା ବୋଲି ଚେତାବନୀ ଦେଇ ଛନ୍ତି ଚାଷୀ