logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଯାଜପୁର ଜିଲ୍ଲା କାର୍ଯ୍ୟଳୟ ରେ ସଙ୍ଘଠନ ପର୍ବ

ଯାଜପୁର ଜିଲ୍ଲା କାର୍ଯ୍ୟଳୟ କୁଆଖିଆ ଠାରେ ସାଂସଦ ଡ଼କ୍ଟର ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଙ୍କ ଆନୁକୂଲ୍ୟରେ ସମସ୍ତ ମାନ ମାନ୍ୟ ପଦାଧିକାରୀ ଉପସ୍ଥିତ ରହି ଓ ଜିଲ୍ଲାର ମଣ୍ଡଳ ସ୍ତରୀୟ କାର୍ଯ୍ୟ କର୍ତା ମଧ୍ୟ୍ୟ ଉପସ୍ଥିତ ରହି ସଂଗଠନ ପର୍ବ ପାଳନ କରାଗଲା ଓ ବିଭିର୍ଣ୍ଣ ପ୍ରକାରର ସମସ୍ୟା କୁ ନେଇ ମଧ୍ୟ୍ୟ ଆଲୋଚନା କରାଗଲା

167
9673 views

Comment