logo

ଯାଜପୁର ଜିଲ୍ଲା କାର୍ଯ୍ୟଳୟ ରେ ସଙ୍ଘଠନ ପର୍ବ

ଯାଜପୁର ଜିଲ୍ଲା କାର୍ଯ୍ୟଳୟ କୁଆଖିଆ ଠାରେ ସାଂସଦ ଡ଼କ୍ଟର ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଙ୍କ ଆନୁକୂଲ୍ୟରେ ସମସ୍ତ ମାନ ମାନ୍ୟ ପଦାଧିକାରୀ ଉପସ୍ଥିତ ରହି ଓ ଜିଲ୍ଲାର ମଣ୍ଡଳ ସ୍ତରୀୟ କାର୍ଯ୍ୟ କର୍ତା ମଧ୍ୟ୍ୟ ଉପସ୍ଥିତ ରହି ସଂଗଠନ ପର୍ବ ପାଳନ କରାଗଲା ଓ ବିଭିର୍ଣ୍ଣ ପ୍ରକାରର ସମସ୍ୟା କୁ ନେଇ ମଧ୍ୟ୍ୟ ଆଲୋଚନା କରାଗଲା

0
49 views