କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି
କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି ଏଥିରେ 22 ତି ପଞ୍ଚାୟତର ବସବାସ କରୁ ଥିବା ଭିନ୍ନ କ୍ଷମ ମାନେ କିପରି ସେମାନେ ସହଜରେ ତାଙ୍କର ପରିଚୟ ପତ୍ର ପାଇ ସରକାରଙ୍କ ଠାରୁ ସମସ୍ତ ସୁବିଧା ପାଇ ପାରିବେ ଜୟପାଟଣା ଠାରୁ ମୁକ୍ଷ ଚିକିତ୍ସାଳୟ ଦୂରତା ପ୍ରାୟ 70 କିଲୋମିଟର ହେଇ ଥିବାରୁ ଭିନ୍ନ କ୍ଷମ ମାନେ ଏତେ ଦୂର ଯାଇ ତାଙ୍କର ପରିଚୟ ପତ୍ର ଆଣିବା ବହୁତ୍ କଷ୍ଟକର ତେଣୁ ସରକାର ଓ ବ୍ଲକ ପ୍ରଶାସନ ଙ୍କ ମିଳିତ ଉଦ୍ୟମରେ ଆଜି 22 ଗୋଟି ପଞ୍ଚାୟତର ଭିନ୍ନକ୍ଷମ ମାନେ କିପରି ତାଙ୍କର ପରିଚୟ ପତ୍ର ପାଇ ପାରିବେ ଓ ସେଥିରେ ଥିବା ତୃଟି ସୁଧାରୀ ପାରିବେ ବୋଲି ଏହି ଶିବିର ଅନୁଷ୍ଠିତ କରାଯାଇଥିଲା ଏଥିରେ ଅଂଶଗ୍ରହକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା ଓ ଭିନ୍ନ କ୍ଷମ ମାନଙ୍କୁ ବସ ପାସ ଟ୍ରେନ ପାସ ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ