logo

ଆଜି, 2024 ମସିହା ନଭେମ୍ବର ମାସର ଆଲୋଚନା ସଭା ଓ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଅଛି | ସମସ୍ତ ପୋଲିସ୍ ଷ୍ଟେସନର ପ୍ରତିନିଧୀ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ତଥା ପୋଲିସ ଜିଲ୍ଲା ମୁଖ୍ୟାଳୟ, ସରଂକ୍ଷିତ ପୋଲିସ କାର୍ଯ୍ୟାଳୟର ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ପୋଲିସ ବାହିନୀର କଲ୍ୟାଣ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

Alochana Sabha & Staff meeting for the month of November 2024 has been conducted today.
Representative of all Police Stations attended along with senior police officials including sectional heads and ministerial staff of DPO, RO. Various issues related to welfare of force was discussed.

ଆଜି, 2024 ମସିହା ନଭେମ୍ବର ମାସର ଆଲୋଚନା ସଭା ଓ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଅଛି |
ସମସ୍ତ ପୋଲିସ୍ ଷ୍ଟେସନର ପ୍ରତିନିଧୀ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ତଥା ପୋଲିସ ଜିଲ୍ଲା ମୁଖ୍ୟାଳୟ, ସରଂକ୍ଷିତ ପୋଲିସ କାର୍ଯ୍ୟାଳୟର ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ପୋଲିସ ବାହିନୀର କଲ୍ୟାଣ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

2
3473 views