ବିଂଝାରପୁର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ଆଜି ଦିବା 11ଘଟିକା ସମୟରେ ବିଂଝାରପୁର ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟରେ ବ୍ରଜସୁନ୍ଦର ଜୁନିଅର କଲେଜ ସୟଦ ପୁର ରେ ଥିବା ବିଭିର୍ଣ୍ଣ ସମସ୍ୟା ଓ କମିଟି ନିମନ୍ତେ ଅଭିଯୋଗ କଲେ ଓ ଡିଉଟି ଆସି କଲେଜ ରେ ନରହି ଗାଁ ରେ ବୁଲି ରାଜନୀତି କରୁଛନ୍ତି କହିଲେ ଓଲଟା ଧମକ ମଧ୍ୟ୍ୟ ଦିଆ ଯାଉଛି