logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭିଜିଲାନ୍ସ ଜାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର

କଳାହାଣ୍ଡି, ଭିଜିଲାନ୍ସ ଜାଲରେ ରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଶୋକ କୁମାର ଦାସ , 6000 ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭିଜିଲାନ୍ସ ଜାଲରେ ଡାକ୍ତର, ପ୍ରସୂତି ପାଇଁ ଆସିଥିବା ମହିଳାଙ୍କ ସ୍ଵାମୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧାରା ପଡ଼ିଲେ ଡକ୍ଟର ।

154
2516 views

Comment