logo

ରେଳ ମନ୍ତ୍ରୀ ଓଡ଼ିଶାର କିନ୍ତୁ ଆଜି ପର୍ଯ୍ୟନ୍ତ ।!ରେଳ ମନ୍ତ୍ରୀ ଓଡ଼ିଶାର କିନ୍ତୁ ଆଜି ପର୍ଯ୍ୟନ୍ତ ।! କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ରେଳ ସଂଯୋଗ ହୋଇନାହିଁ।

ଓଡ଼ିଶାର ରାଜ୍ୟ ରୁ ରେଳ ମନ୍ତ୍ରୀ
ଆନ୍ଧ୍ରପ୍ରଦେଶ ରାଜ୍ୟ ରୁ ବିମାନ ମନ୍ତ୍ରୀ
କିନ୍ତୁ
ବଡ଼ ଆଶ୍ଚର୍ଯ୍ୟର କଥା ଓଡ଼ିଶାର ରେଳ ମନ୍ତ୍ରୀ ପଦବୀ ରେ ଥାଇ ମଧ୍ୟ ରେଳ ପ୍ରକଳ୍ପ ନୂଆ ରେଳ ଲାଇନ ବିଳମ୍ବିତ ହେଉଛି!!

ଆଉ ଆନ୍ଧ୍ରପ୍ରଦେଶ ରାଜ୍ୟ ରୁ ବିମାନ ମନ୍ତ୍ରୀ ପଦବୀ ରେ ରହିକି ସେ ତାଙ୍କ ସଂସଦ କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତି !। ରାଜ୍ୟ ଶ୍ରୀକାକୁଲମ ସହର ଓ ଜିଲ୍ଲାର ନୂଆ ଏୟାରପୋର୍ଟ ✈️ ପାଇଁ। ଯୋଜନା ଆରମ୍ଭ କରିଲେଣୀ ଆଉ ଆନ୍ଧ୍ରପ୍ରଦେଶ ରାଜ୍ୟ ସବୁ ସହର କୁ ବିମାନ ବନ୍ଦର ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି।

ଦୁଃଖର ବିଷୟ ଯେ ରେଳ ମନ୍ତ୍ରୀ ଓଡ଼ିଶାର କିନ୍ତୁ ଆଜି ପର୍ଯ୍ୟନ୍ତ ।!
📍 କନ୍ଧମାଳ
📍ମାଲକାଗିରିରେ
📍ନବରଙ୍ଗପୁର
ଆଦି ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ରେଳ ସଂଯୋଗ ହୋଇନାହିଁ।
ଯାହା ଏବେ କିଛି ବର୍ଷ ହେଲା
ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ମଞ୍ଜୁରୀ ପ୍ରଦାନ କରି କାର୍ଯ୍ୟ ହାତକୁ ନିଆ ଯାଉଛି!! ଯାହା ଜମି ଅଧିଗ୍ରହଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।
କିନ୍ତୁ ଦୁଃଖର କଥା କନ୍ଧମାଳ ଜିଲ୍ଲା ଯାହା ସଦର ମହକୁମା ଫୁଲବାଣୀ ସହର କୁ ରେଳ ସଂଯୋଗ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇନାହିଁ। !!
ଯାହା ଭାରତ ସ୍ଵାଧୀନ ହେବାର ଦିର୍ଘ୍ ବର୍ଷ ବିତି ଗଲାଣି।
ବ୍ରହ୍ମପୁର - ସମ୍ବଲପୁର ଭାୟା ହିଞ୍ଜିଳିକାଟୁ - ଆସ୍କା - ଭଞ୍ଜନଗର - ଫୁଲବାଣୀ ନୂଆ ରେଳ ଲାଇନ ପ୍ରକଳ୍ପ। ସୋଇପଡିଛି କେତେ ବେଳେ ନିଦ ଭାଙ୍ଗିଲେ ଦେଖିବା କହି ସୋଇପଡିଛି । ଆଗକୁ କଣ କରିବେ ସରକାର ଲୋକେ ଦେଖି ବାକୁ ବାକି ରହିଲା

58
8226 views