logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭବାନୀପାଟଣା -କଳାହାଣ୍ଡି କରଣ ସମାଜ ର ସାଧରଣ ସଭା 2024.

ଆଜି ତା dt 29/9/24 ରେ କଳାହାଣ୍ଡି କରଣ ସମାଜ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା ଏଠାରେ ସଭାପତି ଶ୍ରୀ ରାମ ଶଙ୍କର ଦାସ ସମ୍ପାଦକ ଶ୍ରୀ ପ୍ରଦୀପ ପଟ୍ଟନାୟକ ମହିଳା ସଭା ନେତ୍ରୀ ସୁଶ୍ରୀ ସବିତା ପଟ୍ଟନାୟକ ଯୁବ ସଂଗଠକ ଶ୍ରୀ ପ୍ରଦୀପ ଦାସ ଏବଂ ଉପଦେଷ୍ଟା କମିଟି ର ସଦସ୍ୟ ଶ୍ରୀ କାଳୀ ପ୍ରସାଦ ପଟ୍ଟନାୟକ ଯୋଗ ଦାନ କରି ଥିଲେ
ଏଠାରେ ସମଜ ର ଅନ୍ୟ କର୍ମ କର୍ତା ମାନେ ସଭାରେ ଉପସ୍ଥିତ ଥିଲେ
ଆଗାମୀ ନଭେମ୍ବର 3 ତାରିକ ଦିନ ମହାପ୍ରଭୁ ଚିତ୍ରଗୁପ୍ତ ପୂଜା ବିଷୟରେ ଆଲୋଚନା ହୋଇ ଥିଲା ଏବଂ ଆସନ୍ତା ବର୍ଷ ଜାନୁଆରୀ 19 ତାରିଖ ରେ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା କିପରି ହେବ ତାହା ବାବଦରେ ଆଲୋଚନା ହୋଇ ଥିଲା ଶେଷରେ ଉପ ସଭାପତି ଶ୍ରୀ ହିମାଂଶୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ଥିଲେ


153
2842 views

Comment