logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚପ୍ରିୟା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୟସ୍କ ବ୍ୟକ୍ତି ପାଇଁ ଗୋଷ୍ଟି ସ୍ଥରୀୟ ଯକ୍ଷ୍ମା ରୋଗ ପ୍ରତିଷେଧକ ଟୀକା ଶୁଭାରମ୍ଭ

ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୟସ୍କ ବ୍ୟକ୍ତି ପାଇଁ ଗୋଷ୍ଟି ସ୍ଥରୀୟ ଯକ୍ଷ୍ମା ରୋଗ ପ୍ରତିଷେଧକ ଟୀକା ଶୁଭାରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଖଲିଆପାଲି ସରପଞ୍ଚ ଜିମୂତ ହରପାଳ, ଚପ୍ରିୟା ସରପଞ୍ଚ ପ୍ରତିନିଧି ନରହରି ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ ତେବେ ଗୋଲାମୁଣ୍ଡା ବ୍ଲକ ର ଚପ୍ରିୟା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ଲକ ର ସମସ୍ତ ବୟସ୍କ ବ୍ୟକ୍ତି ଙ୍କୁ ଯକ୍ଷ୍ମା ରୋଗ ଟିକକରଣ ଆଜି ଉଦଘାଟନ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ଏହି କାର୍ଯ୍ୟକ୍ରମକୁ ଡାକ୍ତର ସନତ କୁମାର ଶତପଥି ସଭା ପରିଚାଳନା କରିଥିବା ବେଳେ ଚପ୍ରିୟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର (ପି.ଏଚ. ଇ. ଓ)ଅବନା ଭୋଇ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ ଶେଷରେ ବି.ପି.ଏମ ସୁବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ କୁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

220
5740 views

Comment