logo

ହିଂଜିଳି ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ୫ ଜଣଙ୍କ ମୃତ୍ୟୁ 40 ରୁ ଅଧିକ ଆହତ।

ହିଂଜିଳି ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ୫ ଜଣଙ୍କ ମୃତ୍ୟୁ 40 ରୁ ଅଧିକ ଆହତ।

ବସ୍-ଟ୍ୟାଙ୍କର ଧକ୍କା, ୫ ମୃତ ଗଞ୍ଜାମ ଜିଲ୍ଲା
ହିଂଜିଳି ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ୫ ଜଣଙ୍କ ମୃତ୍ୟୁ ୨୧ରୁ ଅଧିକ ଆହତ। ଯାତ୍ରୀବାହୀ ବସ୍‌ଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କରଟି ସିମେଣ୍ଟ ବୋଝେଇ ଟ୍ରକ୍‌କୁ ଓଭର ଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ତେଲ ଟ୍ୟାଙ୍କରଟି ଦୁର୍ଘଟଣା ପରେ ରାସ୍ତାକଡ ନିକଟରେ ଥିବା ଏକ ଚା ଦୋକାନ ଉପରକୁ ମାଡି ଯାଇଥିଲେ। ଦୁର୍ଘଟଣା ପରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ହିଂଜିଳି iic ଶ୍ରୀନିବାସ ସେଠି ସହ ତାଙ୍କ ଟିମ ପହଁଚି ଉଧାର କାର୍ଯ୍ୟ ଜାରି ରଖିଛନ୍ତି ଏହା ସହଏହି ଉଧାର କାର୍ଯ୍ୟ ରେ ହିଂଜିଳି ଅଗ୍ନିସେବା, ସ୍ଥାନୀୟ ସ୍ୱଚା ସେବୀ ସଂଗଠନ ଲାଗି ପଡିଛନ୍ତି ଆସିକା ରୁ ଅକ୍ଷୟ କୁମାର ଜେନା ଭାରତ ନିୟୁଜ

0
914 views