logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା ରାଜ୍ୟ ର ଉପମୁଖ୍ୟମନ୍ତୀ କେହି ଜଣେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଉପଲକ୍ଷେ

ଆଜି ଓଡିଶା ରାଜ୍ୟ ଉପମଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସ୍ଥାନୀୟ ଅଞ୍ଚଳ ରେ ପୂର୍ବ ପ୍ରସ୍ତୁତି ରୂପେ ପୋଲିସ ଦ୍ବାରା ଅଞ୍ଚଲକୁ ଶାନ୍ତି ରକ୍ଷାପାଇଁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି , ପୂର୍ବ ସରକାର ସମୟରେ ସ୍ଥାନୀୟ ବିସ୍ଥିର୍ଣ ଜଙ୍ଗଲ ଏବଂ ପରିବେଶ କୁ ବେସରକାରୀ କମ୍ପାନୀ କୁ ଟେକି ଦେବାଲାଗି ବ୍ୟବସ୍ଥା କରାଯାଇଥିଲା ଏବଂ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ଵାରା ଘୋର ବିରୋଧ କରା ଯାଇଥିଲା । ନୁଆ ସରକାର ପୁନର୍ବାର ଏହି ପ୍ରକ୍ରିୟା କୁ ଚାଲୁ କରିବାପାଇଁ ପଦକ୍ଷେପ ନେଉଛନ୍ତି ବୋଲି ସ୍ଥାନୀୟ ଅଂଚଳର ଆଲୋଚନା ହେଉଛି।

158
4499 views

Comment