logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

।। ଗାଁରେ ଅଛି ଗୋଟିଏ ନଳକୂପ ହେଲେ ମରାମତି ହେଉନଥିବାରୁ ଆଣିଲେ ଗ୍ରାମବାସୀ ଅଭିଯୋଗ ପାଣି ବାହାରୁ ନଥିବାରୁ ୫ କିଲୋମିଟର ଦୂରକୁ ଯାଇ ନାଳ ପାଣି ଆଣି ରୋଷେଇ କରୁଥିବା ଦେଖା ଯାଇଛି ।।


ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ ଜର୍ଜୟପୁରୁ ତଳ ସାହିରେ ପାନୀୟ ଜଳ ଘୋର ଅଭାବ ଯୋଗୁ ଦେଖା ଦେଇଛି ପିଇବା ପାଣି ପାଇଁ ଲୋକେ ଖୁବ୍ ହୋଇ ରାଣ ହେଉଥିବା ବେଳେ ମଧ୍ୟ କେହିବି ଏମାନଙ୍କୁ ପାଣି ଯୋଗାଇ ଦେଇ ନାହାନ୍ତି ତେଣୁ ସାହିର ଶତାଧିକ ମହିଳା ଓ ପୁରୁଷ ନଳକୂପ ପାଖରେ ଆସି ଗରା ବାଲିଟି ଧରି ଧାରଣା ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲା ଗଣମାଧ୍ୟମ ଦଶରଥ ବାରିକ୍ ସେଠାକୁ ଯାଇ ଏସବୁ କଥା ପଚାରିବାରୁ ଆମର ୧୦ ବର୍ଷ ହେବ ନଳକୂପ ଖରାପ୍ ହୋଇ ପଡ଼ିଛି ଆଉ ପାଣି ବାରୁନି ଆମେ ମାନେ ୫ କିଲୋମିଟର ଦୂରକୁ ଯାଇ ଛୁଆ ପାଣି ଆଣି ରୋଷେଇ କରୁଛୁ ବୋଲି କହିଥିଲେ ସବୁ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଗ୍ରାମବାସୀ ପ୍ରକାଶ କରିଛନ୍ତି
ଆଗକୁ ଦେଖିବାକୁ ବାକି ରହିଲା ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ'ଣ ପଦକ୍ଷେପ ନେଉଛନ୍ତି
ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

182
21224 views

Comment