logo

ମହାପ୍ରଭୁ ଶ୍ରୀ ଜଗତରନାଥ ଧାମ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମହାଶୟ ଶ୍ରୀ ଯୁକ୍ତ ମୋହନ ମାଝୀ ଙ୍କୁ ସର୍ବାସମିତି ଭାବେ ଚୟନ କରାଯାଇଛି 🙏🇮🇳❤️🪷

ମହାପ୍ରଭୁ ଶ୍ରୀ ଜଗତରନାଥ ଧାମ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ରୂପେ ଆଜି ମଙ୍ଗଳବାର 11 ଜୁନ 2024 ରେ କେଉଁଝର ଜିଲ୍ଲାର ବିଧାୟକ ଆଦରଣୀୟ After ଶ୍ରୀ ଯୁକ୍ତ ମୋହନ ମାଝୀ ଙ୍କୁ ଚୟନ କରା ଯାଇଛି ଏହି ପବିତ୍ର ଧାମ ର ସାଡେ ଚାରି କୋଟି ଓଡ଼ିଆ ଙ୍କ ସେବା କରିବା ପାଇଁ 🙏🙏🙏

0
0 views