logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଜ୍ରପାତ ନେଲା ଜୀବନ, ଝିଅ ମୃତ୍ୟୁ ବାପା ଗୁରୁତର ।

ବଜ୍ରପାତ ନେଲା ଜୀବନ, ଝିଅ ମୃତ୍ୟୁ ବାପା ଗୁରୁତର ।
Report_Deepak Kumar Mohanta, Karanjia
Date_୦୭/୦୬/୨୪
ଆଙ୍କର_ବଜ୍ରପାତ ନେଲା ଜୀବନ ,ଏପରି ଘଟଣା ସାମ୍ନାକୁ ଆସିଛି ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ, ଆଜି ଅପରାହ୍ନ ୩ ଘଟିକା ସମୟରେ ହଟାତ କାଳ ବୈଶାଖୀ ହଇଥିଲା ଯାହା ଫଳରେ ପ୍ରବଳ ଘୋଡ଼ଘୋଡ଼ି ସହିତ ବର୍ଷା ହୋଇଥିଲା, ସେହି ସମୟରେ ଘର ବାରଣ୍ଡାରେ ଆଶ୍ରୟ ନେଇଥିବା ଖୁଦୁରା ନାଏକ ଏବଂ ତାଙ୍କ ଝିଅକୁ ହଟାତ ବିଜୁଳି ମାରିଥିଲା, ଫଳରେ ଉଭୟ ଘଟଣା ସ୍ଥଳରେ ଟଳିପୋଡିଥିଲେ, ତେବେ କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ କେନ୍ଦ୍ରକୁ ଆଣିଥିଲେ ବି ଝିଅ ସମମ୍ବାରିକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବାପା ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି..

161
5385 views

Comment