logo

୬ ବାଲ୍ଟି ପାଣି ପାଇଁ ମହିଳା ଙ୍କୁ ମାଡ଼ ଅଭିଯୋଗ।

୬ ବାଲ୍ଟି ପାଣି ପାଇଁ ମହିଳା ଙ୍କୁ ମାଡ଼ ଅଭିଯୋଗ।

ଅନୁଗୋଳ ତା ୩୦.୦୫.୨୦୨୪ ( ଧନଞ୍ଜୟ ନାୟକ ) ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ବରହମ୍ ଗ୍ରାମରେ ତ୍ୟାପ ରୁ ପାଣି ସଂଗ୍ରହ କୁ ନେଇ ଜଣେ ମହିଳା ଙ୍କୁ ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ପୁଲିସ୍ ସୂତ୍ରରୁ ଜଣାପଡିଛି ଯେ, ପାଣି ସମସ୍ୟା ଯୋଗୁଁ ଲୋକେ 4 ବାଲ୍ଟି ପାଣି ଟପ୍ ରୁ ସଂଗ୍ରହ କରିବାକୁ ଗ୍ରାମ ବାସୀ ନିଷ୍ପତି ନେଇ ଛନ୍ତି। ମାତ୍ର ଗ୍ରାମର ଜଣେ ମହିଳା ସବିତା ସାହୁ 6 ବାଲ୍ଟି ପାଣି ଟପ୍ ରୁ ସଂଗ୍ରହ କରିବାକୁ ଚେଷ୍ଟା କଲା ବେଳକୁ ଗ୍ରାମର ଚିନ୍ତାମଣି ସାହୁ ବିରୋଧ କରିବା ସହ ମହିଳା ଙ୍କୁ ମାଡ଼ ମାରି ଥିବା ଥାନାରେ ଅଭିଯୋଗ ହୋଇଛି। ଥାନା ଅଧିକାରୀ ନଟବର ନନ୍ଦ ଏହାର ତଦନ୍ତ କରିବା ସହ କେଶ୍ ନମ୍ୱର୍ 125/24 ରେ ରୁଜ୍ଜୁ କରିଥିବା ପ୍ରକାଶ କରି ଛନ୍ତି।

33
10178 views